Please wait...




Monday, Dec 8, 2025
Published on: Friday, January 24, 2025
ଦେଶବିଦେଶ

ପ୍ରସବ ପାଇଁ ଆମେରିକା ହସପିଟାଲରେ ଭାରତୀୟଙ୍କ ଭିଡ

ଆମେରିକାରେ ଟ୍ରମ୍ପ କ୍ଷମତାକୁ ଆସିଲାପରେ ବଦଳାଇଲେ ନିୟମ l ଫେବୃଆରୀ 20 ତାରିଖ ପରେ ବିଦେଶୀ ବାପାମା ଙ୍କର ଛୁଆ ଜନ୍ମ ହେଲେ ପାଇବନାହିଁ ଆମେରିକାର ନାଗରିକତା l ତେଣୁ ଧାର୍ଯ୍ୟ ତାରିଖ ପୂର୍ବରୁ ଛୁଆ ପ୍ରସବ କରିବାପାଇଁ ଆମେରିକାର ହସପିଟାଲ ଗୁଡିକରେ ଲାଗିଛି ଭାରତୀୟଙ୍କ ଭିଡ |

ଶୀର୍ଷ ଖବର
Published on: April 05, 2025
ଦୁର୍ନୀତି
ପେଟ୍ରୋଲ ପମ୍ପ ଲୁଟ ବେଳେ ୪ ଗିରଫ
Copyright © 2025 odiaxpress.in. All rights reserved.