Please wait...




Sunday, Dec 7, 2025
Published on: Friday, January 24, 2025
ସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟପାଇଁ ଉପକାରୀ ଗୁଡ

​ସ୍ୱାସ୍ଥ୍ୟପାଇଁ ଉପକାରୀ ଗୁଡ l ଗୁଡ ପାଚନ କ୍ରିୟାରେ ସାହାଯ୍ୟ କରେ l ପାଚନ ତନ୍ତ୍ରୀରେ ଥିବା ପାଚକ ଉପାଦାନ ଗୁଡ଼ିକୁ ଏହା ସକ୍ରିୟ କରିଥାଏ l ସେଇଥିପାଇଁ ଅନେକ ବ୍ୟକ୍ତି ଭୋଜନପରେ ଗୁଡା ଖାଇବାପାଇଁ ପସନ୍ଦ କରିଥାନ୍ତି l ଦେହରୁ ବିଷାକ୍ତ ପଦାର୍ଥ ନିଷ୍କାସନ ପାଇଁ ବି ଏହା ସାହାଯ୍ୟ କରିଥାଏ l ବିଶେଷ କରି ଲିଭରକୁ ସଫା କରିବାରେ ଗୁଡ଼ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ l କିନ୍ତୁ ଅଧିକ ପରିମାଣରେ ଗୁଡ ଖାଇବା ଉଚିତ ନୁହେଁ l ଏହା ରକ୍ତରେ ସୁଗାର ସ୍ତର ବଢ଼େଇ ଦେଇପାରେ

ଶୀର୍ଷ ଖବର
Published on: April 05, 2025
ଦୁର୍ନୀତି
ପେଟ୍ରୋଲ ପମ୍ପ ଲୁଟ ବେଳେ ୪ ଗିରଫ
Copyright © 2025 odiaxpress.in. All rights reserved.